ଅତସୀ ଓଡ଼ିଆ ଶବ୍ଦମାଳା

  • ଲକ୍ଷାଧିକ ଓଡ଼ିଆ ଶବ୍ଦର ସମ୍ଭାର (ପୂର୍ଣ୍ଣଚନ୍ଦ୍ର ଭାଷାକୋଷ ଓ ଅନ୍ୟାନ୍ୟ ଉତ୍ସରୁ)
  • ଓଡ଼ିଆ ଶବ୍ଦଟିଏ ଖୁବ୍‌ଶୀଘ୍ର ଓ ସହଜରେ ଖୋଜି ପାଇବାର ବ୍ୟବସ୍ଥା
  • ଶବ୍ଦାର୍ଥ ସହ ଏହାର ଉତ୍ପତ୍ତି ଓ ବ୍ୟବହାର ସମ୍ପର୍କିତ ସବିଶେଷ ସୂଚନା
  • ବିପରୀତ ଶବ୍ଦ, ସମୋଚ୍ଚାରିତ ଶବ୍ଦ, ପ୍ରତି ଶବ୍ଦ, ରୂଢ଼ି ପ୍ରୟୋଗ ଇତ୍ୟାଦି - ସ୍ୱତନ୍ତ୍ର ବ୍ୟବସ୍ଥା
  • ଓଡ଼ିଆ ଭାଷା ଛାତ୍ରଛାତ୍ରୀମାନଙ୍କ ନିମନ୍ତେ ବିଶେଷ ଉପଯୋଗୀ

-: ମାନ୍ୟାସ୍ପଦ ଗ୍ରାହକବୃନ୍ଦ :-

                                                         

-: ପ୍ରାପ୍ତ ପ୍ରସଂଶା ପତ୍ର :-

ଅଜୟ କୁମାର ଜେନା
ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ, ଝାରସୁଗୁଡ଼ା

“ମୋ ଭଳି ସୂଚନା ଓ ଲୋକସମ୍ପର୍କ ଅଧିକାରୀମାନଙ୍କ ପାଇଁ ଅପ୍ରାନ୍ତ ଓଡ଼ିଆ ସାହାଯ୍ୟରେ କମ୍ପ୍ୟୁଟର୍‌ରେ ଓଡ଼ିଆ ଲେଖିବା ବେଶ୍‌ ସୁବିଧା ହେଉଛି। ବିଶେଷ କରି ଏଥିରେ ଥିବା ଫୋନେଟିକ୍‌ କି-ବୋର୍ଡ ମାଧ୍ୟମରେ ସହଜରେ ..”

ଶ୍ରୀ ବିପିନ୍ ବିହାରୀ ପାତ୍ର
ଉପଶାସନ ସଚିବ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ

“ବିଭିନ୍ନ ଓଡ଼ିଆ ସଫ୍ଟ୍‌ୱେର୍ ମାଧ୍ୟମରେ ଲେଖିଲେ ମଧ୍ୟ କୌଣସି ପ୍ରକାରେ ସମସ୍ୟା ଘଟୁଛି, କିନ୍ତୁ ଓଡ଼ିଆ ଭାଷାରେ ଅପ୍ରାନ୍ତ ଓଡ଼ିଆ କମ୍ପୁଟର ଲିଖନ ପ୍ରଣାଳୀର ବ୍ୟବହାରରେ ସହଜତା ଓ ବ୍ୟବହାରିକ ବହୁତ ସୁବିଧାଜନକ ଲାଭ ହେଉଛି ।”

ସୁବ୍ରତ କୁମାର ନାୟକ
ଛାତ୍ର, ଓଡ଼ିଶା ମୁକ୍ତ ବିଶ୍ୱବିଦ୍ୟାଳୟ, ସମ୍ବଲପୁର

"ମୁଁ ଇଣ୍ଟରନେଟ୍‌ ବାବଦରେ ଜାଣିବାବେଳକୁ ବିଭିନ୍ନ ୱେବ୍‌ସାଇଟ୍‌ରେ ଓଡ଼ିଆ ଅକ୍ଷର ଦେଖିବାକୁ ପାଉ ନଥିଲି। ବେଳେବେଳେ କେଉଁଠି ଓଡ଼ିଆ ଅକ୍ଷର ଦେଖିବାକୁ ମିଳୁଥିଲେହେଁ ତାହା ପିଡିଏଫ୍‌ ଭର୍ସନରେ ଥାଏ। ଯଦିଓ .."