ମୁଖରେଖା
ଓଡ଼ିଆ
}
{
ଫଣ୍ଟ୍ ସଂଖ୍ୟା (Unicode)
ପୂରାତନ ଲେଖିବା ଶୈଳୀ
Design ଫଣ୍ଟ୍
କି-ବୋର୍ଡ୍ ବିଧାନ
ଫୋନେଟିକ୍‌, ଇନ୍‌ସ୍କ୍ରିପ୍ଟ ଓ ମଡ୍ୟୁଲାର୍‌
6, 5
9
ଅକ୍ଷରାନ୍ତର
(ସଂସ୍କୃତ-> ଓଡ଼ିଆ, ଓଡ଼ିଆ -> ଇଂରାଜୀ, ଓଡ଼ିଆ -> ହିନ୍ଦୀ, ଓଡ଼ିଆ -> ବଙ୍ଗଳା, ବଙ୍ଗଳା -> ହିନ୍ଦୀ)
ଅତସୀ ଓଡ଼ିଆ ଶବ୍ଦମାଳା
ବର୍ଣ୍ଣ ପରୀକ୍ଷକ(MS Word Plugin)
କାର୍ଯ୍ୟକ୍ଷମ - Adobe InDesign ( CS6 and CC ), Photoshop (CC) & Illustrator (CC)
ଗ୍ରାହକ ସେବା
ଇ-ମେଲ୍ ଓ ଫୋନ୍
ଇ-ମେଲ୍ ଓ ଫୋନ୍
ଇ-ମେଲ୍ ଓ ଫୋନ୍
ନିଃଶୁଳ୍କ ସମ୍ବର୍ଧନ
୧୨ ମାସ
୧୨ ମାସ
୧୨ ମାସ
ପୁନଃ ଲାଇସେନ୍‌ସ୍ ସକ୍ରିୟକରଣ
(Reactivation)
₨ ୨,୦୦୦
ମୂଲ୍ୟ (ପ୍ରତିଷ୍ଠାପନ ପ୍ରତି)
₨ ୯,୦୦୦

ଠିକ୍‌ଭାବେ ବ୍ୟବହାର କରାଗଲେ ଅପ୍ରାନ୍ତ ତ୍ରିଭାଷା ବର୍ଷ ବର୍ଷ ଧରି କାର୍ଯ୍ୟକରିବ। କିନ୍ତୁ ଏଥିପାଇଁ ଆପଣଙ୍କୁ କେତେକ ନିର୍ଦ୍ଦିଷ୍ଟ ଦିଗ ପ୍ରତି ଯତ୍ନବାନ ହେବା ଆବଶ୍ୟକ ଯଥା : ହାର୍ଡଡିସ୍କ ଫର୍‌ମାଟିଂ ସମୟରେ ଅପ୍ରାନ୍ତ ତ୍ରିଭାଷାର ସଫଳ ଅପ୍ରତିଷ୍ଠାପନ ଆଦି।

ଅପ୍ରାନ୍ତ ତ୍ରିଭାଷା ସଫ୍ଟୱେର୍‌ ଆଇକନ୍‌ରେ କ୍ଲିକ୍‌ କରି ଏହାକୁ ଆରମ୍ଭ କରନ୍ତୁ। ଆରମ୍ଭ ହେବା ପରେ ଏଥିରେ ଥିବା ବଙ୍ଗଳା କିମ୍ବା ଓଡ଼ିଆ କିମ୍ବା ହିନ୍ଦୀ ଲେଖିବା ବ୍ୟବସ୍ଥା ପାଇଁ ଆପଣଙ୍କୁ ଆବଶ୍ୟକତା ଅନୁଯାୟୀ ଚୟନ କରିବାକୁ ପଡ଼ିବ। ଗୋଟିଏ ସମୟରେ ଆପଣ କେବଳ ଗୋଟିଏ ଭାଷାକୁ ଚୟନ କରି ଲେଖିପାରିବେ।